Live TV

Ankita group donates rupees 10,000 to PMCARES Fund:-

Ankita group donates rupees 10,000 to PMCARES Fund:-

Odisha flash bhubaneswar; ଆଜି(୧୨/୩)ମସିହା; ଅଙ୍କିତା ଗ୍ରୁପ ଭୁବନେଶ୍ୱର ର ନିର୍ଦେଶକ ଅରବିନ୍ଦ ମିଶ୍ର PMCARES FUNDକୁ ୧୦,୦୦୦  ଟଂକା ପ୍ରଦାନ କରିଛନ୍ତି I ସେ PMCARES Fund ICICI bankର, Account No:-663701PMCARE, IFSC Code:-ICIC0006637କୁ ୧୦,୦୦୦ ଟଂକା account ଟେନ୍ସଫର ମାଧ୍ୟମରେ ପ୍ରଦାନ କରିଥିଲେ I

ଜନସାଧାରଣ ମାନେ PMCARES Fundକୁ ସାମର୍ଥ୍ୟ ଅନୁଯାଇ ଯଥା ସମ୍ଭବ ଦାନ କରିବାକୁ ଆମ ODISHA FLASH ମାଧ୍ୟମରେ ସେ ଆହ୍ୱାନ କରିଛନ୍ତି I

 

Click to comment

Leave a Reply

Your email address will not be published. Required fields are marked *

To Top