Live TV

prime minister citizen assistance and relief in emergency situations (PM CARES)fund ku ଜନସାଧାରଣକୁଁ ସମର୍ଥନ କରିବାକୁ ଆହ୍ୱାନ :-

 prime minister citizen assistance and relief in emergency situations (PM CARES)fund ku ଜନସାଧାରଣକୁଁ ସମର୍ଥନ କରିବାକୁ ଆହ୍ୱାନ :-

odisha flash bhubaneswar; ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯କୁଁ ସାମ୍ନା କରିବାକୁ ବଳିଷ୍ଟ ପଦଖେପ ନେଇଛନ୍ତି I ଆସନ୍ତା ୧୪ ତାରିଖ ପର୍ଯନ୍ତ ଦେଶରେ ସମ୍ପୂର୍ଣ ଲକ ଡାଉନ କରିବା ପାଇଁ ତାଙ୍କର ଆହ୍ୱାନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ I ଆମ ଦେଶର ଜନସଧାରଙ୍ କରୋନାକୁଁ ସାମ୍ନା କରିବା ଏବଂ କୋଭିଡ-୧୯ ବିପକ୍ଷରେ ଲାଡେଇ ମୋଦିକଁ ଆହ୍ୱାନ ଭାରତୀୟ ମାନକ ମନରେ ନୂତନ ଆଶା ସଂଚାର କରିଛି I ଏହା ଭାରତ ସରକାରକଂ ଦ୍ୱାରା ଜାରିହୋଇଥିବା ଗାଇଡ ଲାଇନ ଗୁଡିକୁ ମାନି ଆମେ ଯଦି ତାହା ପାଳନ କଲେ କରୋନାକୁଁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହେବା I
ପ୍ରଧାନମନ୍ତୀକ ଆହ୍ୱାନ କ୍ରମେ ଏହି ଯୁଦ୍ଧରେ ଆପଣ prime minister citizen assistance and relief in emergency situations (PM CARES) fund ରେ ଆପଣ ଯଥା ସମ୍ଭବ ମୁକ୍ତ ହସ୍ତରେ ମଧ୍ୟ ଦାନ କରିପାରିବେ I
ଆପଣ ଦାନ କରିବା ପାଇଁ

Account Name- PM CARES
Account Number- 2121PM20202

IFSC Code- SBIN0000691

SWIFT Code- SBININBB104

Bank Name- State Bank of India, New Delhi Main Branch

UPI ID- Pmcares@sbi

 

 

 

Click to comment

Leave a Reply

Your email address will not be published. Required fields are marked *

To Top