
prime minister citizen assistance and relief in emergency situations (PM CARES)fund ku ଜନସାଧାରଣକୁଁ ସମର୍ଥନ କରିବାକୁ ଆହ୍ୱାନ :-
odisha flash bhubaneswar; ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯କୁଁ ସାମ୍ନା କରିବାକୁ ବଳିଷ୍ଟ ପଦଖେପ ନେଇଛନ୍ତି I ଆସନ୍ତା ୧୪ ତାରିଖ ପର୍ଯନ୍ତ ଦେଶରେ ସମ୍ପୂର୍ଣ ଲକ ଡାଉନ କରିବା ପାଇଁ ତାଙ୍କର ଆହ୍ୱାନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ I ଆମ ଦେଶର ଜନସଧାରଙ୍ କରୋନାକୁଁ ସାମ୍ନା କରିବା ଏବଂ କୋଭିଡ-୧୯ ବିପକ୍ଷରେ ଲାଡେଇ ମୋଦିକଁ ଆହ୍ୱାନ ଭାରତୀୟ ମାନକ ମନରେ ନୂତନ ଆଶା ସଂଚାର କରିଛି I ଏହା ଭାରତ ସରକାରକଂ ଦ୍ୱାରା ଜାରିହୋଇଥିବା ଗାଇଡ ଲାଇନ ଗୁଡିକୁ ମାନି ଆମେ ଯଦି ତାହା ପାଳନ କଲେ କରୋନାକୁଁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହେବା I
ପ୍ରଧାନମନ୍ତୀକ ଆହ୍ୱାନ କ୍ରମେ ଏହି ଯୁଦ୍ଧରେ ଆପଣ prime minister citizen assistance and relief in emergency situations (PM CARES) fund ରେ ଆପଣ ଯଥା ସମ୍ଭବ ମୁକ୍ତ ହସ୍ତରେ ମଧ୍ୟ ଦାନ କରିପାରିବେ I
ଆପଣ ଦାନ କରିବା ପାଇଁ
Account Name- PM CARES
Account Number- 2121PM20202
IFSC Code- SBIN0000691
SWIFT Code- SBININBB104
Bank Name- State Bank of India, New Delhi Main Branch
UPI ID- Pmcares@sbi
